Biju Janata Dal(@bjd_odisha) 's Twitter Profile Photo

ବିକାଶ ପାଇଁ ପାଲଲହଡ଼ା ବାର୍ତ୍ତା ଦେଇଛି, ଏଥର ‘ଯୋଡ଼ିଶଙ୍ଖ’ ନୂଆ ମାଇଲଖୁଣ୍ଟ ସାଜୁଛି

ପାଲଲହଡାରେ ଯୋଡ଼ିଶଙ୍ଖ ପାଇଁ ଲୋକଙ୍କ ଭଲପାଇବାର ସୁଅ ଛୁଟିଛି। ଏ ଅକୁଣ୍ଠ ସମର୍ଥନ ଓ ଭଲପାଇବା ଜାରି ରଖନ୍ତୁ। ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ। ‘ଶଙ୍ଖ’ ଚିହ୍ନରେ ଭୋଟ ଦିଅନ୍ତୁ।

ବିକାଶ ପାଇଁ ପାଲଲହଡ଼ା ବାର୍ତ୍ତା ଦେଇଛି, ଏଥର ‘ଯୋଡ଼ିଶଙ୍ଖ’ ନୂଆ ମାଇଲଖୁଣ୍ଟ ସାଜୁଛି

ପାଲଲହଡାରେ ଯୋଡ଼ିଶଙ୍ଖ ପାଇଁ ଲୋକଙ୍କ ଭଲପାଇବାର ସୁଅ ଛୁଟିଛି। ଏ ଅକୁଣ୍ଠ ସମର୍ଥନ ଓ ଭଲପାଇବା ଜାରି ରଖନ୍ତୁ। ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ। ‘ଶଙ୍ଖ’ ଚିହ୍ନରେ ଭୋଟ ଦିଅନ୍ତୁ। #Jodishankha #NabinOdisha
account_circle
Warish Acharya(@AcharyaWarish) 's Twitter Profile Photo

'Congratulations to Odisha on the inauguration of the state-of-the-art Ambedkar Bus Terminal! A testament to progress and development. '

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ଭୁବନ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ଲୋକଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ଆସନ୍ତୁ ସମସ୍ତେ ଏକାଠି ହୋଇ ଗଢ଼ିବା ସଶକ୍ତ ଓ ସମୃଦ୍ଧ ଓଡ଼ିଶା। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେଇ ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେବା।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ସାଢ଼େ ୪ କୋଟି ଲୋକଙ୍କ ନେତା ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତ କରିଛନ୍ତି। ଏହି ନିର୍ବାଚନୀ ସଭାରେ ହଜାର ହଜାର ଲୋକ ଯୋଗଦେଇ ବିଜେଡିକୁ ସମର୍ଥନ ଜଣାଇଛନ୍ତି। ବିଶ୍ବାସର ଏହି ଧାରାକୁ ଅତୁଟ ରଖି ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ବଙ୍ଗୋମୁଣ୍ଡା ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ଜୁନ ୯ ତାରିଖରେ ଯେଉଁ ମନ୍ତ୍ରୀମଣ୍ଡଳ ପରିଷଦ ବୈଠକ ହେବ, ସେଥିରେ ପ୍ରଥମ ଦସ୍ତଖତ ହେଉଛି ଜୁଲାଇରୁ ଆପଣମାନଙ୍କୁ ଆଉ ବିଜୁଳି ବିଲ୍ ଆସିବନି। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।

account_circle
Pranab Prakash Das(@pranabpdas) 's Twitter Profile Photo

ପ୍ରତିଶ୍ରୁତି ଦେଇ ଭୁଲିଯିବା ବିଜେପିର ଅଭ୍ୟାସ। ଜୁନ ୧୦ କ'ଣ, ଆଗାମୀ ୧୦ବର୍ଷ ପରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ବରଗଡ଼ ନିର୍ବାଚନୀ ସଭାରେ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କ ସହ କଥା ହୋଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ବିଶ୍ୱାସ ଅତୁଟ ରହିଛି, ଘରେ ଘରେ ଶଙ୍ଖ ବାଜୁଛି। ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଜିତେଇବୁ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବୁ।

account_circle
Warish Acharya(@AcharyaWarish) 's Twitter Profile Photo

'Empowering Odisha's cultural heritage: The inclusion of Bhagabat Tungi in the transformation agenda is a commendable step! '

'Empowering Odisha's cultural heritage: The inclusion of Bhagabat Tungi in the transformation agenda is a commendable step! #NabinOdisha'
account_circle
Ama Chinha Sankha Chinha(@sankhachinha) 's Twitter Profile Photo

ଖୋର୍ଦ୍ଧାରେ ରୋଡ଼ ଶୋ' କରିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ହଜାର ହଜାର ଲୋକ ଯୋଗଦେଇ ସମର୍ଥନ ଜଣାଇଥିଲେ। ନବୀନ ବାବୁ କରିଥିବା ଜନ କଲ୍ୟାଣକାରୀ କାର୍ଯ୍ୟକୁ ଲୋକ ପ୍ରଶଂସା କରିଥିଲେ। ଆସନ୍ତୁ, ବିଶ୍ୱାସର ଏହି ଧାରାକୁ ଅତୁଟ ରଖି ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବା।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ଖୋର୍ଦ୍ଧାରେ ବାଜିଲା ବିଜୟର ଯୋଡ଼ି ଶଙ୍ଖ। ଜନସାଧାରଣଙ୍କ ସହ କଥା ହୋଇଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ହଜାର ହଜାର ଜନତା ଯୋଗଦେଇ ବିଜୁ ଜନତା ଦଳକୁ ସମର୍ଥନ କରିଛନ୍ତି। ଆସନ୍ତୁ, ବିଶ୍ୱାସର ଏହି ଧାରାକୁ ଅତୁଟ ରଖି ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବା।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ବଲାଙ୍ଗୀର ନିର୍ବାଚନୀ ସଭାରେ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବା ସହ ରାଜ୍ୟବାସୀଙ୍କୁ ଜୁଲାଇରୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନି ବୋଲି କହିଛନ୍ତି। ବିଜୁ ଜନତା ଦଳକୁ ଆଶୀର୍ବାଦ କରି ଶଙ୍ଖ ଚିହ୍ନରେ ଦୁଇଥର ଭୋଟ୍ ଦିଅନ୍ତୁ।

account_circle
Biju Janata Dal(@bjd_odisha) 's Twitter Profile Photo

ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଛି, ଲୋକଙ୍କ ଭଲପାଇବା ମିଳିଛି, ରାଉରକେଲାରେ 'ଯୋଡ଼ିଶଙ୍ଖ' ନାଦ ହେଉଛି

account_circle
Lenka Madhab(@madhab_lenka) 's Twitter Profile Photo

ପ୍ରତିଶ୍ରୁତି ଦେଇ ଭୁଲିଯିବା ବିଜେପିର ଅଭ୍ୟାସ। ଜୁନ ୧୦ କ'ଣ, ଆଗାମୀ ୧୦ବର୍ଷ ପରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ବୀର ପାଇକ ମାଟି ଖୋର୍ଦ୍ଧାରେ ରୋଡ଼ ଶୋ' କରିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ଲୋକେ କହିଛନ୍ତି ଆମେ ଶଙ୍ଖ ଚିହ୍ନରେ ପୁଣି ଭୋଟ୍ ଦେବୁ। ଶଙ୍ଖ ଚିହ୍ନ ପୁଣି ଆସିବ, ଖୋର୍ଦ୍ଧା ମାଟି ହସି ଉଠିବ। ଆମେ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବୁ।

account_circle
jyotirmayeenayak(@jyotirmaye93162) 's Twitter Profile Photo

ବିଜେଡି ଶାସନରେ ଓଡିଶା ୨୫ ବର୍ଷ ଶାସନରେ ଯେଉଁ ଗରିବୀକୁ ସେଇ ଗରିବୀ


account_circle
Swarup Kumar Das(@SwarupDas_Bls) 's Twitter Profile Photo

|| ବିକାଶର ବାର୍ତ୍ତା ଘରେ ଘରେ, ଲୋକଙ୍କ ଭଲପାଇବା ଅଛି ‘ଯୋଡ଼ିଶଙ୍ଖ’ ସାଥିରେ ||
 

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା, ଲକ୍ଷ୍ମୀ ବସ୍ ସେବା, ମିଶନ ଶକ୍ତି ଓ BSKY ଭଳି ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଆଶୀର୍ବାଦ ଓ ଭରସା ବିଜୁ ଜନତା ଦଳ ଉପରେ ଅଛି ଏବଂ ଆଗକୁ ମଧ୍ଯ ରହିବ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ତୁମ ଗ୍ୟାରେଣ୍ଟିର କଣ ଗ୍ୟାରେଣ୍ଟି ଅଛି ! ମିଶନ ଶକ୍ତି ମା’ମାନଙ୍କ ଯାତାୟାତକୁ ସୁଗମ କରିଛନ୍ତି ନବୀନ ବାବୁ। ସ୍କୁଟର କିଣିବା ପାଇଁ ₹୧ଲକ୍ଷ ପର୍ଯ୍ୟନ୍ତ ଋଣ ମିଳୁଛି। ଓଡ଼ିଶାର ଗୋଟିଏ ଗ୍ୟାରେଣ୍ଟି, ନବୀନଙ୍କ 5T ଗ୍ୟାରେଣ୍ଟି। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।

account_circle
Abhaya sahu(@Abhayasahu12) 's Twitter Profile Photo

ଘରେ ଘରେ ଶଙ୍ଖ ୱାର୍ଡ଼ ନ ୧ ରେ ଜିରା କଲୋନୀ ଆଉ ଯମୁନା ବିହାର ଠାନେ..... ଲୁକର କହେବର୍ କଥାଟି...ବିଜେଡି ଥିଲା ବିଜେଡି ଅଛେ ଆଉ ବିଜେଡି ରହିବା 🐚🐚🐚
💚ବରଗଡ ରେ ଫେର ଥରେ ଦେବେଶ ଆଚାର୍ଯ୍ୟ 💚
Naveen Patnaik
VK Pandian
Debesh Acharya

account_circle