Biju Janata Dal(@bjd_odisha) 's Twitter Profile Photo

ସମର୍ଥନ, ଭଲପାଇବା ବଢୁଛି, ‘ଯୋଡ଼ିଶଙ୍ଖ’ ର ବିଜୟନାଦ ଶୁଭୁଛି

ବିଜୁ ଜନତା ଦଳ ପ୍ରତି ରାଉରକେଲା, ଛେଣ୍ଡିପଦା ଓ ଦେବଗଡ଼ବାସୀଙ୍କ ଭଲପାଇବା ‘ନବୀନ ଓଡ଼ିଶା’ ର ବିକାଶ ସଂକଳ୍ପକୁ ମଜଭୁତ କରିଛି। ବିଶ୍ଵାସ ଅତୁଟ ରଖନ୍ତୁ। ‘ଯୋଡ଼ିଶଙ୍ଖ’ ରେ ଆଶୀର୍ବାଦ କରନ୍ତୁ।

ସମର୍ଥନ, ଭଲପାଇବା ବଢୁଛି, ‘ଯୋଡ଼ିଶଙ୍ଖ’ ର ବିଜୟନାଦ ଶୁଭୁଛି

ବିଜୁ ଜନତା ଦଳ ପ୍ରତି ରାଉରକେଲା, ଛେଣ୍ଡିପଦା ଓ ଦେବଗଡ଼ବାସୀଙ୍କ ଭଲପାଇବା ‘ନବୀନ ଓଡ଼ିଶା’ ର ବିକାଶ ସଂକଳ୍ପକୁ ମଜଭୁତ କରିଛି। ବିଶ୍ଵାସ ଅତୁଟ ରଖନ୍ତୁ। ‘ଯୋଡ଼ିଶଙ୍ଖ’ ରେ ଆଶୀର୍ବାଦ କରନ୍ତୁ। #JodiShankha #NabinOdisha #BJDWithOdisha
account_circle
Debesh Acharya(@debesh_bjd) 's Twitter Profile Photo

For the Bargarh of our dreams, the people of Bargarh will support BJD!

ଆମ ସ୍ୱପ୍ନର ବରଗଡ଼ ପାଇଁ,ବରଗଡ଼ ବାସୀ ବିଜେଡ଼ି କୁ ଭୋଟ୍ ଦେବେ

| | | | | | | | reels | |

account_circle
Debesh Acharya(@debesh_bjd) 's Twitter Profile Photo

BJD for Development. People of Bargarh will vote for BJD once again!

ବିକାଶ ପାଇଁ ବିଜେଡ଼ି, ବରଗଡ଼ ବାସୀ ପୁଣିଥରେ ବିଜେଡ଼ି କୁ ଭୋଟ୍ ଦେବେ

| | | | | | | | reels | |

account_circle
Debesh Acharya(@debesh_bjd) 's Twitter Profile Photo

ଶଙ୍ଖ ହେଉଛି ବିକାଶର ସଙ୍କେତ | ବରଗଡର ଲୋକମାନେ ଶଙ୍ଖକୁ ସମର୍ଥନ କରିବାକୁ ଚାହୁଁଛନ୍ତି!

Conch is the sign of development. People of Bargarh want to support Conch!

| | | | | | | |

ଶଙ୍ଖ ହେଉଛି ବିକାଶର ସଙ୍କେତ |  ବରଗଡର ଲୋକମାନେ ଶଙ୍ଖକୁ ସମର୍ଥନ କରିବାକୁ ଚାହୁଁଛନ୍ତି!

Conch is the sign of development. People of Bargarh want to support Conch!

#BJDwithOdisha |  #DebeshwithBargarh | #NabinOdisha | #Bargarh | #BJDwinninginbargarh | #reels | #viral | #trending |
account_circle
Biju Janata Dal(@bjd_odisha) 's Twitter Profile Photo

‘ଯୋଡ଼ିଶଙ୍ଖ’ ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଛି
ବିକାଶ ପାଇଁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଛି

ବିକାଶର ଚିହ୍ନ 'ଶଙ୍ଖ'

account_circle
Biju Janata Dal(@bjd_odisha) 's Twitter Profile Photo

ଗଞ୍ଜାମ ଜିଲ୍ଲାବାସୀଙ୍କ ଅଜସ୍ର ଆଦର, ‘ଯୋଡ଼ିଶଙ୍ଖ’ରେ ବାଜୁଛି ମୋହର

account_circle
Biju Janata Dal(@bjd_odisha) 's Twitter Profile Photo

ନବୀନ ଓଡ଼ିଶାବାସୀଙ୍କ ମୁଁହରେ ଫୁଟୁଛି ହସ, ‘ଯୋଡ଼ିଶଙ୍ଖ’ରେ ବଢ଼ୁଛି ବିଶ୍ଵାସ

account_circle
Biswajit Swain(@Biswaji15637671) 's Twitter Profile Photo

ଯେଉଁମାନେ କହୁଛନ୍ତି ରାଜ୍ୟ ସରକାର ମଠ ଭାଙ୍ଗିଦେଲେ, ସଂସ୍କୃତି ଓ ଐତିହ୍ୟକୁ ମାଟିରେ ମିଶାଇଦେଲେ ଏହି ଭିଡିଓ ଦେଖିଲେ ଜାଣିପାରିବେ, ରାଜ୍ୟ ସରକାର କିଭଳି ଆମର ମଠ ସଂସ୍କୃତିକୁ ପୁଣି ଉଜାଗର କରିଛନ୍ତି। ଜୟ ଜଗନ୍ନାଥ 🙏🏻

Naveen Patnaik CMO Odisha Biju Janata Dal Vkpandianfanclub

account_circle
Biju Janata Dal(@bjd_odisha) 's Twitter Profile Photo

ଲୋକଙ୍କ ମୁଁହରେ ହସ ଫୁଟୁଛି, ‘ଯୋଡ଼ିଶଙ୍ଖ’ ପାଇଁ ଉତ୍ସାହ ବଢ଼ୁଛି

account_circle
Sulochana Das(@Sulochana_Apa) 's Twitter Profile Photo

Joined a Mahila Karmi Sammilani of in Ward No. 7 under Assembly constituency along with our party candidate Shri Susant Kumar Rout and other party leaders on Tuesday. WithOdisha

Joined a Mahila Karmi Sammilani of #BJD in Ward No. 7 under #BhubaneswarNorth Assembly constituency  along with our party candidate Shri Susant Kumar Rout and other party leaders on Tuesday. #JodiSankha #BJDWithOdisha
account_circle
Sarmistha Sethi(@SarmisthaSethi) 's Twitter Profile Photo

ନବୀନ ଗ୍ୟାରେଣ୍ଟି, ‘ଶଙ୍ଖ’ ଚିହ୍ନର ଗ୍ୟାରେଣ୍ଟି

ଜୁନ ୦୯ ତାରିଖ ଶପଥ ଗ୍ରହଣ ପରେ ସର୍ବପ୍ରଥମ ଘୋଷଣା ୯୦% ଲୋକଙ୍କ ପାଇଁ ମାଗଣା ବିଜୁଳି ଏବଂ ସମସ୍ତଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ସୁଖଦୁଃଖର ସାଥିକୁ ବାଛନ୍ତୁ
‘ଶଙ୍ଖ’ ଚିହ୍ନରେ ଭୋଟ ଦିଅନ୍ତୁ

account_circle
Debesh Acharya(@debesh_bjd) 's Twitter Profile Photo

Thanks to the thriving programs of the BJD government, trust and confidence is on the rise. The voice of the common man in Odisha speaks volumes.

Listen to a common man as he speaks his heart out..

| | | |

account_circle