CMO Odisha(@CMO_Odisha) 's Twitter Profile Photo

ମାତୃ ଓ ଶିଶୁ ମୃତ୍ୟୁହାର ଏବଂ ପୁଷ୍ଟିହୀନତା ହ୍ରାସ ଦିଗରେ ଆଗକୁ ବଢୁଛି ଓଡ଼ିଶା। ସୁରକ୍ଷିତ ମାତୃତ୍ଵକୁ ଗୁରୁତ୍ଵ ଦେଇ ମମତା ଯୋଜନା ସହାୟତା ରାଶି ୨ଗୁଣ ହୋଇଛି। ଗର୍ଭବତୀ ମହିଳାମାନଙ୍କୁ ବର୍ତ୍ତମାନ ୨ଟି କିସ୍ତିରେ ₹୧୦,୦୦୦ ସହାୟତା ମିଳିବ। ନିରାପଦ ମାତୃତ୍ଵ ସୁନିଶ୍ଚିତ ହେଉଛି, ସୁସ୍ଥ ଓଡ଼ିଶା ଗଠନ ହେଉଛି।

account_circle
H & FW Dept Odisha(@HFWOdisha) 's Twitter Profile Photo

On this , reduce intake of salt, restrict intake of fried & spicy food, quit tobacco & monitor blood pressure regularly to reduce the risk of .

'Measure Your Blood Pressure Accurately, Control It, Live Longer'.

On this #WorldHypertensionDay, reduce intake of salt, restrict intake of fried & spicy food, quit tobacco & monitor blood pressure regularly to reduce the risk of #Hypertension. #OdishaCares

'Measure Your Blood Pressure Accurately, Control It, Live Longer'.
account_circle
CMO Odisha(@CMO_Odisha) 's Twitter Profile Photo

ରାଜ୍ଯର ସ୍ୱାସ୍ଥ୍ୟସେବାରେ ଆରମ୍ଭ ହୋଇଛି ନୂଆ ଯୁଗ। ‘ବିଏସକେୱାଇ ନବୀନ କାର୍ଡ’ରେ ମହିଳାଙ୍କ ପାଇଁ ₹୧୦ ଲକ୍ଷ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ₹୫ ଲକ୍ଷର ସହାୟତା ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାରେ ଆସିଛି ରୂପାନ୍ତରଣ, ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ସଂକଳ୍ପ ଆହୁରି ଦୃଢ଼ ହେଉଛି।

account_circle
CMO Odisha(@CMO_Odisha) 's Twitter Profile Photo

‘ଆମ ହସ୍ପିଟାଲ’ ଯୋଜନାରେ ମଜଭୁତ ହେଉଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି। ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ବଦଳୁଛି ରାଜ୍ୟର ୧୮୫୮ଟି ହସ୍ପିଟାଲ। ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ ହେବା ସହ ସୁସ୍ଥ ଓଡ଼ିଶାର ସଂକଳ୍ପ ଆହୁରି ସୁଦୃଢ଼ ହେଉଛି।

account_circle
Finance Department(@FdOdisha) 's Twitter Profile Photo

ଦିବ୍ୟାଙ୍ଗଙ୍କ ପାଇଁ ନୂତନ ଆଶା। 'ଆମ ବ୍ୟାଙ୍କ୍' CSP PLUS ଶାଖା ଜରିଆରେ ଘରେ ଥାଇ ମିଳୁଛି ଭତ୍ତା ଟଙ୍କା। ଆମ ବ୍ୟାଙ୍କ୍ ଆମ ନିର୍ଭର ଭରସା।

account_circle
Finance Department(@FdOdisha) 's Twitter Profile Photo

ଆଉ ଦୂର ବାଟ ଯିବାକୁ ପଡ଼ୁନି। ସମୟ ବି ବଞ୍ଚୁଛି। ଗ୍ରାମ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଛି 'ଆମ ବ୍ୟାଙ୍କ୍' CSP PLUS ଶାଖା। ଆମ ବ୍ୟାଙ୍କ୍ ଆମ ଭରସା।

account_circle
MoSarkar 5T(@MoSarkar5T) 's Twitter Profile Photo

 have ushered in a new era of healthcare transformation in . With enhanced infra, improved basic facilities for patients and affordable quality care, these medicals will play a pivotal role in fulfilling vision of . Cares

account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ନିମନ୍ତେ ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରନ୍ତୁ |
ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ।

ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ନିମନ୍ତେ ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରନ୍ତୁ | 
ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ।
#DrinkingWaterForAll #OdishaCares
account_circle
Works Department, Odisha(@PWD_Odisha) 's Twitter Profile Photo

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗ ଦ୍ଵାରା ଏଏନଏମ ଟ୍ରେନିଂ ସେଣ୍ଟର୍ ସ୍ଥାପିତ ହୋଇଛି।

ଏହି ଟ୍ରେନିଂ ସେଣ୍ଟର୍ ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ସହ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସ୍ବାସ୍ଥ୍ୟକର୍ମୀ ଭାବେ ରୋଜଗାରକ୍ଷମ କରିବ।

account_circle
Works Department, Odisha(@PWD_Odisha) 's Twitter Profile Photo

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ₹୨.୨୫ କୋଟି ବ୍ୟୟରେ ଏକ ଟ୍ରାଞ୍ଜିଟ ହାଉସ ନିର୍ମାଣ କରାଯାଉଛି। ଏହାଦ୍ୱାରା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁବିଧା ସହ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଆହୁରି ସୁଦୃଢ଼ ହେବ।

account_circle
Dr. Lopamudra Baxipatra(@LopaBaxipatra) 's Twitter Profile Photo

ଗମନାଗମନ ସେବାରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଗ୍ରାମାଞ୍ଚଳରେ ମାତ୍ର ୫ ଟଙ୍କାରେ କର୍ମଜୀବୀ ମହିଳାମାନଙ୍କୁ ସୁରକ୍ଷିତ ଗମନାଗମନ ସେବା ଯୋଗାଉଛି ଲକ୍ଷ୍ମୀ ବସ୍ ।

ଯାହାଦ୍ଵାରା ମହିଳାମାନଙ୍କ ଦୈନନ୍ଦିନ ଯାତାୟତ ସୁଗମ ହେବା ସହ ସେମାନେ ଆର୍ଥିକ ଭାବେ ସଶକ୍ତ ହୋଇପାରୁଛନ୍ତି ।



CMO Odisha LAxMI/ଲକ୍ଷ୍ମୀ

account_circle
Naveen Patnaik(@Naveen_Odisha) 's Twitter Profile Photo

ଶ୍ରମିକମାନେ ହେଉଛନ୍ତି ବିକାଶର ବିଶ୍ୱକର୍ମା। ରାଜ୍ୟର ବିକାଶରେ ସେମାନଙ୍କର ରହିଛି ବହୁ ବଡ଼ ଯୋଗଦାନ। ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିୟୋଜିତ ରହି ସେମାନେ ବିକାଶକୁ ନୂଆ ଦିଗ ଦେଉଛନ୍ତି। ଶ୍ରମିକମାନଙ୍କ ପରିଶ୍ରମକୁ ଉଚିତ ପ୍ରାପ୍ୟ ପ୍ରଦାନ ଦିଗରେ ଆମର ପ୍ରତିବଦ୍ଧତା ଆହୁରି ଦୃଢ଼ ହେଉଛି।

ଶ୍ରମିକମାନେ ହେଉଛନ୍ତି ବିକାଶର ବିଶ୍ୱକର୍ମା। ରାଜ୍ୟର ବିକାଶରେ ସେମାନଙ୍କର ରହିଛି ବହୁ ବଡ଼ ଯୋଗଦାନ। ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିୟୋଜିତ ରହି ସେମାନେ ବିକାଶକୁ ନୂଆ ଦିଗ ଦେଉଛନ୍ତି। ଶ୍ରମିକମାନଙ୍କ ପରିଶ୍ରମକୁ ଉଚିତ ପ୍ରାପ୍ୟ ପ୍ରଦାନ ଦିଗରେ ଆମର ପ୍ରତିବଦ୍ଧତା ଆହୁରି ଦୃଢ଼ ହେଉଛି। #OdishaCares
account_circle
CMO Odisha(@CMO_Odisha) 's Twitter Profile Photo

ଅସହାୟ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ରୱାନା ବେଗମ୍ ତାଙ୍କର ଚିକିତ୍ସା ଖୋର୍ଦ୍ଧାସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିନାମୂଲ୍ୟରେ କରାଇପାରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

account_circle
Lekha Samantsinghar(@DrLekhaShree) 's Twitter Profile Photo

ମା'ଙ୍କ ମୁହଁରେ ହସ ଫୁଟୁଛି l ସୁସ୍ଥ ଶିଶୁ ମା' କୋଳରେ ଖୁସିରେ ଖେଳୁଛି l ନବୀନ ଓଡ଼ିଶାରେ 'ମମତା ଯୋଜନା' ଉଭୟ ମା' ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାର ଭରସା ସାଜିଛି

account_circle
Works Department, Odisha(@PWD_Odisha) 's Twitter Profile Photo

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗ ଦ୍ଵାରା ସ୍ଥାପିତ ହୋଇଥିଵା ରକ୍ତ ଭଣ୍ଡାର ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବ। ସମସ୍ତଙ୍କ ପାଇଁ ଉଚ୍ଚ ମାନର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରି ଏହି ଭିତ୍ତିଭୂମୀ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ।

account_circle
Finance Department(@FdOdisha) 's Twitter Profile Photo

SHG ମହିଳାଙ୍କୁ ନିଜ ଗାଁ ପାଖରେ ହିଁ ମିଳୁଛି ବ୍ୟାଙ୍କିଙ୍ଗ ସେବା। ଦରକାର ସମୟରେ ସହଜରେ ସମ୍ଭବ ହେଉଛି ବ୍ୟାଙ୍କ କାମ। 'ଆମ ବ୍ୟାଙ୍କ୍' CSP PLUS ଶାଖା ଗ୍ରାମ ପଞ୍ଚାୟତରେ ପ୍ରଦାନ କରୁଛି ଭରସାଯୋଗ୍ୟ ବ୍ୟାଙ୍କିଙ୍ଗ ସେବା।

account_circle
Dr.N.Thirumala Naik(@ThirumalaNaik4) 's Twitter Profile Photo

Family members of the workers trapped in are taken to Uttarakasi. Officers of Labour Dept are accompanying them to bring all the trapped workers back to Odisha along with their family members.

Family members of the workers trapped in #UttrakhandTunnelCollapse are taken to Uttarakasi. Officers of Labour Dept are accompanying them to bring all the trapped workers  back to Odisha along with their family members.

#odishacares
account_circle
Biju Janata Dal(@bjd_odisha) 's Twitter Profile Photo

ମା'ଙ୍କ ମୁହଁରେ ହସ ଫୁଟୁଛି। ସୁସ୍ଥ ଶିଶୁ ମା' କୋଳରେ ଖୁସିରେ ଖେଳୁଛି। ନବୀନ ଓଡ଼ିଶାରେ 'ମମତା' ଯୋଜନା' ଉଭୟ ମା' ଓ ଶିଶୁଙ୍କ ସ୍ବାସ୍ଥ୍ୟସୁରକ୍ଷାର ଭରସା ସାଜିଛି।


account_circle
Ankit Agarwal(@AnkitAg28822733) 's Twitter Profile Photo

ମୋଦୀ ନବୀନ କଣ କଥା ହଉଥିବେ ?
ଅଂଧଭକ୍ତ ଏ ଫଟୋ ଦେଖିକି ଜଳିଯାଉଥିବେ ଜଳନ୍ତୁ
ମୋଦିଙ୍କୁ ନବୀନ ଭରସା 👌
ନବୀନ ନଥିଲେ ତ କିଛି ହବନି 👌

ମୋଦୀ ନବୀନ କଣ କଥା ହଉଥିବେ ?
ଅଂଧଭକ୍ତ ଏ ଫଟୋ ଦେଖିକି ଜଳିଯାଉଥିବେ ଜଳନ୍ତୁ
ମୋଦିଙ୍କୁ ନବୀନ ଭରସା 👌
ନବୀନ ନଥିଲେ ତ କିଛି ହବନି 👌
#OdishaCares
account_circle